Connect with us

ଓଡିଶା

କୁହୁଡି ଯୋଗୁଁ ଫେରିଗଲା ଏୟାର ଇଣ୍ଡିଆ ବିମାନ

ସାଙ୍କେତିକ

କୁହୁଡି ଯୋଗୁଁ ଫେରିଗଲା ଏୟାର ଇଣ୍ଡିଆ ବିମାନ
ଭୁବନେଶ୍ୱର, ୧୬ ଡିସେମ୍ବର – କୋଲକାତାରୁ ଆସୁଥିବା ଏୟାର ଇଣ୍ଡିଆ ବିମାନ କୁହୁଡି ଯୋଗୁଁ ସୋମବାର ଭୁବନେଶ୍ୱର ବିମାନ ବନ୍ଦରରେ ବିମାନ ଅବତରଣ କରିପାରିନାହିଁ । ବିମାନଟିକୁ ପୁଣି ଥରେ କୋଲକାତା ଫେରିଯିବାକୁ ପଡିଛି । ଫଳରେ ଏଥିରେ ଥିବା ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା