Connect with us

ଓଡିଶା

କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ମିଶ୍ରଣ ହେବ – ଅରୁଣ ସାହୁ

ସାଙ୍କେତିକ

କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ମିଶ୍ରଣ ହେବ – ଅରୁଣ ସାହୁ
ଭୁବନେଶ୍ୱର, ୦୫ ଡିସେମ୍ବର – କାଳିଆ ଯୋଜନା ଚାଲୁ ରହିବ । ଏହି ଯୋଜନାରେ ଦ୍ୱିତୀୟ କିସ୍ତି ପ୍ରଦାନ ପ୍ରକ୍ରିୟା ଚାଲୁ ରହିଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ପ୍ରକାଶ କରିଛନ୍ତି ।
କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ନିଧି ମିଶ୍ରଣ ସମ୍ପର୍କିତ ଏ ସମ୍ପର୍କିତ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ସାହୁ କହିଛନ୍ତି ଯେ ଉଭୟ ଯୋଜନାର ମିଶ୍ରଣ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା