Connect with us

ଅପରାଧ

କାନ୍ଥ ଭୁଷୁଡି ୩ ଶ୍ରମିକ ଗୁରୁତର

ସାଙ୍କେତିକ ଚିତ୍ର

କାନ୍ଥ ଭୁଷୁଡି ୩ ଶ୍ରମିକ ଗୁରୁତର
ଭୁବନେଶ୍ୱର,୨ା୧୧ : ଭୁବନେଶ୍ୱର ବରମୁଣ୍ଡା ପାଇକନଗରରେ କାନ୍ଥ ଭୁଷୁଡି ପଡିବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତିି । ଆହତମାନେ ସମସ୍ତେ ଶ୍ରମିକ । ସେମାନଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ସୂଚନା ମୁତାବକ ପାଇକନଗରରେ ଥିବା ଏକ ପାଉଁରୁଟି ଫ୍ୟାକ୍ଟ୍ରି ନିକଟରେ ଡ୍ରେନ୍ ଖୋଳା ଯାଉଥିବା ବେଳେ ହଠାତ୍ କାନ୍ଥ ଭୁଶୁଡିପଡିବାରୁ ୩ ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ଅଗ୍ନିଶମ ବିଭାଗ ସଙ୍ଗେ ସଙ୍ଗେ ସେଠାରେ ପହଂଚି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ । ସେହିପରି ଅ ।ଉ କିଛି ଲୋକ ମଧ୍ୟ କାନ୍ଥ ତଳେ ଚାପି ହୋଇ ଥିବା ଆଶଙ୍କା ରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ