Connect with us

ଅପରାଧ

କଲେଜ ଛାତ୍ରୀଙ୍କୁ ଛୁରାମାଡ l

ସାଙ୍କେତିକ ଚିତ୍ର

ଛାତ୍ରୀଙ୍କୁ ଛୁରାମାଡ
ଭୁବନେଶ୍ୱର,୨୫ା୯: କଟକ ଜିଲ୍ଲା ଅଡଶପୁରର ଉଦୟନାଥ କଲେଜର ଜନୈକା ଛାତ୍ରୀଙ୍କୁ ଛୁରମାଡ ହୋଇଛି । କ୍ୟାମ୍ପସ୍ ବାହାରେ ଥିବା ରାସ୍ତା ମଝିରେ ଛାତ୍ରୀଙ୍କୁ ଛୁରୀ ରେ ଆକ୍ରମଣ କରିବାପରେ ଦୁର୍ବୃତ ଫେରାର ହୋଇଯାଇଛି । ଆକ୍ରମଣରେ ଛାତ୍ରୀଙ୍କ ଗୋଡ ଓ ଅଂଟାରେ ଗଭୀର ଆଘାତ ଲାଗିଛି । ଗୁରୁତର ଛାତ୍ରୀଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଛୁରାମାଡର କାରଣ ଜଣାପଡିନଥିଲେ ହେଁ ଛାତ୍ରୀଙ୍କ ସହପାଠୀ ଦ୍ୱାରା ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ