Connect with us

ଓଡିଶା

ଆଇନ ପ୍ରଣୟନ ପାଇଁ ବିଧାନସଭାରେ ଆସିବ ୪ଟି ବିଲ୍ l

ଆଇନ ପ୍ରଣୟନ ପାଇଁ ବିଧାନସଭାରେ ଆସିବ ୪ଟି ବିଲ୍ l

ଆଇନ ପ୍ରଣୟନ ପାଇଁ ବିଧାନସଭାରେ ଆସିବ ୪ ବିଲ୍
ଭୁବନେଶ୍ୱର,୩ା୯ : ଆଇନ ପ୍ରଣୟନ ପାଇଁ ବର୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭା ରେ ୪ ଟି ସରକାରୀ ବିଲ୍ ଓ ଗୋଟିଏ ସଂକଳ୍ପ ଜନିତ ନୋଟିସ୍ ଦିଆଯାଇଛି । ସେଗୁଡିକ ହେଲା ଓଡିଶା କୋଅପରେଟିଭ୍ ସୋସାଇଟି ଆମେଣ୍ଡମେଂଟ ବିଲ୍ -୨୦୧୮ ,ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବିଲ୍ -୨୦୧୮ , ଓଡିଶା ଲେଜିସଲେଟିଭ୍ ଆସେମ୍ବ୍ଲି୍ଲି ମେମ୍ବରସ୍ ସାଲାରି ଆଣ୍ଡ ଆଲାଉନ୍ସେସ୍ ବିଲ୍ -୨୦୧୮, ଓଡିଶା ମିନିଷ୍ଟରସ୍ ସାଲାରି ଆଇଣ୍ଡ ଆଲାଉନ୍ସେସ୍ ବିଲ୍ -୨୦୧୮ ଏବଂ ଓଡିଶା ବିଧାନ ପରିଷଦ ରିଜୋଲ୍ୟୁସନ୍ ୨୦୧୮ ।

ବିଧାନ ପରିଷଦ ରିଜୋଲ୍ୟୁସନ୍ ପାରିତ ହେଲେ ୪୯ ଜଣ ସଭ୍ୟ ରହିବେ । ସେଥିମଧ୍ୟରୁ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ୯ ଜଣ , ବିଧାନସଭା ପକ୍ଷରୁ ୧୬ ଜଣ ,ଲୋକାଲ ବଡିଜ୍ ରୁ ୧୬ ଜଣ ଏବଂ ଟିଚରସ୍ କଲେଜିୟମ୍ ରାୁ ୪ ଜଣ ଓ ଗ୍ରୁଜୁଏଟ୍ ୪ ଜଣ ସଭ୍ୟ ରହିବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା