Connect with us

ଓଡିଶା

ଅଟୋଚାଳକଙ୍କ ଉପରେ ୨୭ ହଜାର ଜୋରିମାନା

ସାଙ୍କେତିକ

ଅଟୋଚାଳକଙ୍କ ଉପରେ ୨୭ ହଜାର ଜୋରିମାନା
ଭୁବନେଶ୍ୱର, ୦୫ ସେପ୍ଟେମ୍ବର – କେନ୍ଦ୍ର ସରକାରଙ୍କର ଜାତୀୟ ମୋଟର ଯାନ ଆଇନରେ ଥିବା ୫ଟି ବ୍ୟବସ୍ଥାକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ କମିଶନରେଟ୍ ପୋଲିସ ବାଣୀବିହାର ଫ୍ଲାଏ ଓଭରରେ ଯାଉଥିବା ଅଟୋଚାଳକ କବିନ୍ଦ୍ର ସାହୁଙ୍କୁ୨୭ ହଜାର ଟଙ୍କା ଜୋରିମାନା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି ଆପୋଲୋ ହସ୍ପିଟାଲ ନିକଟରେ ଅଟୋ ଚାଳକ ହରିବନ୍ଧୁ କଅଁରଙ୍କୁ ୪୭ ହଜାର ୫୦୦ ଟଙ୍କା ଜୋରିମାନା କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା