Connect with us

ଅପରାଧ

ଅଗ୍ନିକାଣ୍ଡରେ ଗାଇ, ମେଣ୍ଢା ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ସାଙ୍କେତିକ

ଅଗ୍ନିକାଣ୍ଡରେ ଗାଇ, ମେଣ୍ଢା ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ
ଭୁବନେଶ୍ୱର :- ଜଗତସିଂହପୁର ଅଂଚଳର ଅଡ଼ସପୁର ଅଂଚଳର ଗୋଚ୍ଛାୟତ ସାହିରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ପୋଡ଼ିଯିବା ସହ ୩ଟି ଗାଇ ଓ ୩ଟି ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହାବ୍ୟତୀତ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ଜଗତସିଂହପୁର ଅଗ୍ନିଶମ ସେବା ଖବର ପାଇ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ