Connect with us
ମା ଦୁର୍ଗା ବରମୁଣ୍ଡା ପୂଜା ମଣ୍ଡପରେ ….
ମା ଦୁର୍ଗା ପୁନାମା ଗେଟ ପୂଜା ମଣ୍ଡପରେ ….
ରାଧା କୃଷ୍ଣ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ଯମେଶ୍ୱର ପାଟଣା, ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ବଢେଇବାଙ୍କ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ …

ରାଜନୀତି

କଂଗ୍ରେସ ପ୍ରାର୍ଥୀ ତାଲିକା ଆଗାମୀ ୧୫ ଦିନ ଭିତରେ ୫୦ ପ୍ରତିଶତ ପ୍ରକାଶ ପାଇବ

କଂଗ୍ରେସ ପ୍ରାର୍ଥୀ ତାଲିକା ଆଗାମୀ ୧୫ ଦିନ ଭିତରେ ୫୦ ପ୍ରତିଶତ ପ୍ରକାଶ ପାଇବ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ରଣନୀତି ଆରମ୍ଭ କରିଦେଇଛି। ନିଜ ପକେଟ୍‌ ଭୋଟ୍‌କୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ କଂଗ୍ରେସ ଏବେଠାରୁ ଯୋଜନା କରୁଛି। ସେଥିପାଇଁ ପ୍ରତ୍ୟକ ବୁଥ୍‌ ପାଇଁ ଏଜେଣ୍ଟ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି।

ମିଳିଥିବା ସୂଚନା ଅନୁସାରେ ଆଗାମୀ ନିର୍ବାଚନ ପାଇଁ ବିଜେପି ଓ ବିଜେଡି ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ତାଲିକା ଓ ବୁଥ୍‌ ଏଜେଣ୍ଟ ଘୋଷଣା କରିବ। ଏହା ପୂର୍ବରୁ ୩୦୦ ଜଣଙ୍କୁ ନେଇ ଏକ ଜୁମ୍ବୋ ଟିମ୍‌ ଗଠନ ହୋଇଛି। ପସିସିର ପ୍ରଥମ କମିଟି ବୈଠକରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଘୋଷଣା ଅନୁସାରେ ଆଗାମୀ ୧୫ ଦିନ ଭିତରେ ୫୦ ପ୍ରତିଶତ ପ୍ରାର୍ଥୀଙ୍କର ନାଁ ପ୍ରକାଶ ପାଇବ।କଂଗ୍ରେସ ତାର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛି l

Click to comment

Leave a Reply

Your email address will not be published. Required fields are marked *

More in ରାଜନୀତି