Connect with us

ଓଡିଶା

୨୧ତମ କଳିଙ୍ଗ ପୁସ୍ତକ ମେଳା ଉଦଘାଟିତ

ସାଙ୍କେତିକ ଚିତ୍ର

ଭୁବନେଶ୍ୱର:- ପ୍ରଦର୍ଶନୀ ପଡ଼ିଆଠାରେ ‘୨୧ତମ କଳିଙ୍ଗ ପୁସ୍ତକ ମେଳା’ର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମେଳାକୁ ଉଦଘାଟନ କରିଛନ୍ତି ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ , ପଦ୍ମବିଭୂଷଣ ରମାକାନ୍ତ ରଥ ,ଯୋଗଦେଇଥିଲେ । ସାମ୍ବାଦିକ ସନତ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ପୁସ୍ତକ ମେଳା କିମିଟିର ସଂପାଦିକା ‌ରେଣୁକା ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ଜ୍ୟୋତ୍ସ୍ନା ମହାପାତ୍ର ଧନ୍ୟବାଦ ଜଣାଇଥିଲେ । ଚଳିତ ପୁସ୍ତକ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୨୦୦ଟି ଷ୍ଟଲ୍‌ ପଡିଥିବାବେଳେ ଏହା ନଭେମ୍ବର ୧୮ ତାରିଖ ଯାଏଁ ଚାଲିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା