Connect with us

ଓଡିଶା

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨% ବୃଦ୍ଧି

ସାଙ୍କେତିକ ଚିତ୍ର

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨% ବୃଦ୍ଧି
ଭୁବନେଶ୍ୱର,୧୫ା୧୦: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୂଜା ଭେଟି ସ୍ୱରୂପ ସରକାରୀ କର୍ମଚାରୀ, ପେନସନ୍ ଭୋଗୀ ଓ ୱାର୍କ ଚାର୍ଜଙ୍କ ସମେତ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ୨ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି କରିଛନ୍ତି । ଏହାକୁ ମିଶାଇ ଏହି ଭତାର ପରିମାଣ ବର୍ତମାନ ୯ ପ୍ରତିଶତରେ ପହଂଚିଛି । ଏହି ବର୍ଦ୍ଧିତ ମହାଙ୍ଗା ଭତା ଗତ ଜୁଲାଇ ୧ ତାରିଖ ଠାରୁ ପିଛିଲା ଭାବେ ଲାଗୁ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା