Connect with us

ଓଡିଶା

ମିଛ ବିଜେପିର ସବୁଠାରୁ ବଡ ପୁଂଜି : ନବୀନ ପଟ୍ଟନାୟକ

ସାଙ୍କେତିକ

ମିଛ ବିଜେପିର ସବୁଠାରୁ ବଡ ପୁଂଜି : ନବୀନ ପଟ୍ଟନାୟକ
ଭୁବନେଶ୍ୱର, ୧୯ ଏପ୍ରିଲ – ମିଛ ବିଜେପିର ସବୁଠାରୁ ବଡ ପୁଂଜି । ଆପଣଙ୍କର ଆଶୀର୍ବାଦ ଓ ବିଶ୍ୱାସ ମୋର ସବୁଠାରୁ ବଡ ସମ୍ପତି ବୋଲି କହି ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଶୁକ୍ରବାର ରଣପୁର ନିର୍ବାଚନ ମଣ୍ଡଳୀକୁ ନିର୍ବାଚନୀ ପ୍ରଚାରରେ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଫାଇଲିନ୍ ହେଲା , ହୁଡ୍ ହୁଡ୍ ହେଲା , ତିତଲି ହେଲା କିନ୍ତୁ ଆସିଲେନି । ମହାନଦୀ ପାଣି ବନ୍ଦ କଲେ । ନିର୍ବାଚନ ହେଲେ ବିଜେପିର ବଡ ବଡ ନେତାମାନେ ଓଡିଶା ଆସୁଛନ୍ତି ଏବଂ ଭୋଟ୍ ମାଗୁଛନ୍ତି । ଓଡିଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମୁଁ ସବୁବେଳେ ଆପଣଙ୍କ ସହ ଅଛି । ସମସ୍ତେ ମୋର ପରିବାର । ସାଢେ ୪ କୋଟି ଲୋକ ମୋର ପରିବାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା