Connect with us

ଓଡିଶା

ମହିଳା ମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ଉପରାଷ୍ଟ୍ରପତିଙ୍କ ସ୍ୱାଗତ

ସାଙ୍କେତିକ

ମହିଳା ମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ଉପରାଷ୍ଟ୍ରପତିଙ୍କ ସ୍ୱାଗତ
ଭୁବନେଶ୍ୱର,୨୦ା୧୨ : ରାଜ୍ୟ ବିଧାନସଭା ଏବଂ ପାର୍ଲ୍ୟାମେଂଟରେ ମହିଳା ମାନଙ୍କ କ୍ଷେତ୍ରରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରସ୍ତାବ ସ୍ୱାଗତଯୋଗ୍ୟ ବୋଲି ଭାରତର ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ ପ୍ରକାଶ କରିଛନ୍ତି ।

ଆଜି ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଦଳୀୟ ଏମ.ପି. ମାନେ ଉପରାଷ୍ଟ୍ରପତିଙ୍କୁ ଭେଟି ଏହି ସଂରକ୍ଷଣ ବ୍ୟବସ୍ଥା କରିବା ସପକ୍ଷରେ ସମର୍ଥନ ଲୋଡ଼ିଥିଲେ । ଏହି ପ୍ରସ୍ତାବ ପ୍ରତି ତାଙ୍କର ସମର୍ଥନ ରହିଛି ବୋଲି ଶ୍ରୀ ନାଇଡ଼ୁ ସେମାନଙ୍କୁ ଜଣାଇଥିଲେ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା