Connect with us

ଆଞ୍ଚଳିକ

ପୋଲାଭରମ୍ ପ୍ରସଙ୍ଗରେ କାଲି ସୁଦ୍ଧା ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସାଙ୍କେତିକ ଚିତ୍ର

ପୋଲାଭରମ୍ ପ୍ରସଙ୍ଗରେ କାଲି ସୁଦ୍ଧା ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର ପୋଲାଭରମ୍ ପ୍ରସଙ୍ଗରେ ବ୍ୟାକ୍ ୱାଟର ଅନୁଧ୍ୟାନ୍ ଓ ଇନପ୍ୟାକ୍ଟ ରିପୋର୍ଟ ଦେବା ଏବଂ ପ୍ରକଳ୍ପର ସଠିକ୍ ଜଳ ଧାରଣ କ୍ଷମତା ନେଇ ରିପୋର୍ଟ ଦେବା ପାଇଁ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ସୁଦ୍ଧା ଏହି ରିପୋର୍ଟ ଦେବାପାଇଁ କୁହାଯାଇଛି । ପରିବେଶ ମଂଜୁରୀ ଉଲ୍ଲଂଘନ ଆବେଦନ ଉପରେ ଶୁଣାଣୀ କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ