Connect with us

ଓଡିଶା

ନବୀନଙ୍କୁ ଭେଟିଲେ କମଲ ହାସନ୍

ନବୀନଙ୍କୁ ଭେଟିଲେ କମଲ ହାସନ୍
ଭୁବନେଶ୍ୱର : ନିକଟରେ ତାମିଲନାଡୁରେ ଗଠନ ହୋଇଥିବା ରାଜନୈତିକ ଦଳ ଏମଏନଏମ୍ ର ମୁଖ୍ୟ ତଥା ପ୍ରଖ୍ୟାତ ଅଭିନେତା କମଲ ହାସନ୍ ବୁଧବାର ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଚେନ୍ନାଇ ସ୍ଥିତ ଓଡିଶା ଭବନରେ ଉଭୟଙ୍କ ମଧ୍ୟ ସାକ୍ଷାତ ଆଲୋଚନା ହୋଇଥିଲା । ଏହି ସାକ୍ଷାତ ସମ୍ପର୍କରେ କମଲ ହାସନ୍ କହିଛନ୍ତି ଯେ ରାଜନୀତିରେ ସେ ନୂଆ । ନବୀନଙ୍କ ଠାରୁ ପରାମର୍ଶ ନେବା ପାଇଁ ତାଙ୍କୁ ଭେଟିଥିଲି ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ଉଭୟଙ୍କ ଭେଟକୁ ନେଇ ରାଜନୈତିକ ମହଲରେ ନୂତନ ସମୀକରଣ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା