Connect with us

ଓଡିଶା

ଦେବରାୟ ଛାତ୍ରଛାତ୍ରୀମାନେ ପୋଲିସର ହସ୍ତକ୍ଷେପ ଲୋଡିଲେ

ଦେବରାୟ ଛାତ୍ରଛାତ୍ରୀମାନେ ପୋଲିସର ହସ୍ତକ୍ଷେପ ଲୋଡିଲେ
ଭୁବନେଶ୍ୱର :- ଦେବରାୟ କଲେଜର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋ‌ଷଣା ପୂର୍ବରୁ କଲେଜ କର୍ତୃପକ୍ଷଙ୍କ ନିର୍ବାଚନ ବାତିଲ ଓ ସାଇନ୍ ଡାଏ ଘୋଷଣାକୁ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସ‌େନ୍ତାଷର ଦାନା ବାନ୍ଧୁଛି । କର୍ତୃପକ୍ଷଙ୍କ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଧାରଣାରେ ବସି ରହିଥିଲେ । ନୂଆପଲ୍ଲୀ ଥାନା ପୁଲିସ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲା । ତଥାପି ଛାତ୍ରଛାତ୍ରୀମାନେ ଧାରଣା ଜାରି ରଖିଥିଲେ । ପରେ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ପୁଲିସ କମିସନର୍‌ଙ୍କୁ ଭେଟିଥିଲା । ପ୍ରତିଶୃତି ପରେ ସେମାନେ ଆନ୍ଦୋଳନରୁ ଓହରିଯାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା