Connect with us
ମା ଦୁର୍ଗା ବରମୁଣ୍ଡା ପୂଜା ମଣ୍ଡପରେ ….
ମା ଦୁର୍ଗା ପୁନାମା ଗେଟ ପୂଜା ମଣ୍ଡପରେ ….
ରାଧା କୃଷ୍ଣ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ଯମେଶ୍ୱର ପାଟଣା, ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ବଢେଇବାଙ୍କ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ …

ଓଡିଶା

ଦେବରାୟ ଛାତ୍ରଛାତ୍ରୀମାନେ ପୋଲିସର ହସ୍ତକ୍ଷେପ ଲୋଡିଲେ

ଦେବରାୟ ଛାତ୍ରଛାତ୍ରୀମାନେ ପୋଲିସର ହସ୍ତକ୍ଷେପ ଲୋଡିଲେ
ଭୁବନେଶ୍ୱର :- ଦେବରାୟ କଲେଜର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋ‌ଷଣା ପୂର୍ବରୁ କଲେଜ କର୍ତୃପକ୍ଷଙ୍କ ନିର୍ବାଚନ ବାତିଲ ଓ ସାଇନ୍ ଡାଏ ଘୋଷଣାକୁ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସ‌େନ୍ତାଷର ଦାନା ବାନ୍ଧୁଛି । କର୍ତୃପକ୍ଷଙ୍କ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଧାରଣାରେ ବସି ରହିଥିଲେ । ନୂଆପଲ୍ଲୀ ଥାନା ପୁଲିସ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲା । ତଥାପି ଛାତ୍ରଛାତ୍ରୀମାନେ ଧାରଣା ଜାରି ରଖିଥିଲେ । ପରେ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ପୁଲିସ କମିସନର୍‌ଙ୍କୁ ଭେଟିଥିଲା । ପ୍ରତିଶୃତି ପରେ ସେମାନେ ଆନ୍ଦୋଳନରୁ ଓହରିଯାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା