Connect with us

ଓଡିଶା

ଜିନ୍ଦଲକୁ ଦିଆଗଲା ପୋସ୍କୋ ପାଇଁ ଅଧିକୃତ ଜମି

ସାଙ୍କେତିକ ଚିତ୍ର

ଜିନ୍ଦଲକୁ ଦିଆଗଲା ପୋସ୍କୋ ପାଇଁ ଅଧିକୃତ ଜମି
ଭୁବନେଶ୍ୱର,୨୭ା୯ : ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପୋସ୍କୋ ପାଇଁ ଅଧିଗ୍ରହଣ କରାଯାଇଥିବା ଜମିକୁ ଜେଏସ୍ଡବ୍ଲୁ କୁ ଦିଆଯାଇଛି ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ୨୯୦୦ ଏକରେ ଜମି ଜିନ୍ଦଲ ଷ୍ଟିଲ ପ୍ଲାଂଟକୁ ଦିଆଯାଇଛି । ଜମି ବାବଦ ଅର୍ଥ ଦାଖଲ କରିବାପାଇଁ ସମ୍ପୃକ୍ତ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା