Connect with us

ଆଞ୍ଚଳିକ

ଚିଲିକାରେ ସି ପ୍ଲେନ୍ ଉଡାଣ ଗ୍ରହଣୀୟ ନୁହେଁ : ମନ୍ତ୍ରୀ ଅଶୋକ ପଣ୍ଡା

ଚିଲିକାରେ ସି ପ୍ଲେନ୍ ଉଡାଣ ଗ୍ରହଣୀୟ ନୁହେଁ : ମନ୍ତ୍ରୀ ଅଶୋକ ପଣ୍ଡା

ଚିଲିକାରେ ସି ପ୍ଲେନ୍ ଉଡାଣ ଗ୍ରହଣୀୟ ନୁହେଁ : ମନ୍ତ୍ରୀ ଅଶୋକ ପଣ୍ଡା
ଭୁବନେଶ୍ୱର,୧୬ା୯: ଚିଲିକାରେ ସି ପ୍ଲେନ୍ ଉଡାଣ କୌଣସି ମତେ ଗ୍ରହଣୀୟ ନୁହେଁ ବୋଲି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ପ୍ରକାଶ କରିଛନ୍ତି । କେନ୍ଦ୍ର ସରାରଙ୍କ ଏହି ଯୋଜନା ଯଦି କାର୍ଯ୍ୟକାରୀ ହୁଏ ତାହାଦ୍ୱାରା ଚିଲିକାର ଜୈବ ବିବିଧତା ପ୍ରଭାବିତ ହେବ । ଏପରିକି ଜଳ ମଧ୍ୟ ପ୍ରଦୂଷଣ ହେବ । ଏହା ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବୀଙ୍କ ସମେତ ସାଧାରଣ ଗ୍ରାମବାସୀ ମଧ୍ୟ ନିଜର ଜୀବିକା ହରାଇବେ । ତେବେ ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ସହିତ ଆଲୋଚନା କରାଯିବ । ଆଲୋଚନା ପରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ