Connect with us

ଆଞ୍ଚଳିକ

କୂଳରେ ଲାଗିଲେ ମହାନଦୀରେ ଭାସିଯାଇଥିବା ୫ ହାତୀ

ସାଙ୍କେତିକ ଚିତ୍ର

କୂଳରେ ଲାଗିଲେ ମହାନଦୀରେ ଭାସିଯାଇଥିବା ୫ ହାତୀ
ଭୁବନେଶ୍ୱର,୧୫ା୧୦ : ଆଠଗଡରୁ ଏକ ହାତୀପଲ ମହାନଦୀ ପାର ହୋଇ ଚନ୍ଦକା ଯାଉଥିବା ବେଳେ କଟକର ମୁଣ୍ଡଳୀ ଠାରେ ପ୍ରଖର ସ୍ରୋତରେ ୫ଟି ହାତୀ ଭାସିଯାଇଥିଲେ । ତେବେ ଭାସିଯାଇଥିବା ସମସ୍ତ ହାତୀ ସୁରକ୍ଷିତ ଭାବେ କୂଳରେ ଲାଗିସାରିଥିବା ଜଣାପଡିଛି । ଅନନ୍ତପୁର ଠାରେ ଗୋଟିଏ ହାତୀ କୂଳରେ ଲାଗିଥିବା ବେଳେ ନରାଜ ପାଖ କୂଳରେ ୩ଟି ଓ ଅନ୍ୟ ଗୋଟିଏ ସ୍ଥାନରେ ଅ।ଉ ଗୋଟିଏ ହାତୀ କୂଳରେ ଲାଗିଛି । ଆଠଗଡ଼ ରେଞ୍ଜର ରବୀନ୍ଦ୍ର ନାଥ ନାୟକ କହିଛନ୍ତି ଯେ ଉକ୍ତ ହାତୀ ପଲରେ ମୋଟ ୨୦ଟି ହାତୀ ଥିଲେ । ସେମାନଙ୍କ ମଧ୍ୟରୁ କିଛି ହାତୀ ଭାସିଯିବା ଖବର ପାଇବା ପରେ ହାତୀମାନଙ୍କୁ ଉଦ୍ଧାର କରିବା ପାଇଁ ବନ ବିଭାଗ କର୍ମଚରୀ ପହଂଚିିଥିଲେ । ବର୍ତମାନ ସବୁ ହାତୀ ସୁରଯକ୍ଷିତ ଅଛନ୍ତି ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ