Connect with us

ଆଞ୍ଚଳିକ

କର୍ଲାପାଟରୁ ମିଳିଲା ବାଘର ସନ୍ଧାନ

ସାଙ୍କେତିକ ଚିତ୍ର

କର୍ଲାପାଟରୁ ମିଳିଲା ବାଘର ସନ୍ଧାନ
ଭୁବନେଶ୍ୱର ଗତବର୍ଷ ଅପେକ୍ଷା ରାଜ୍ୟରେ ୮୦୫ କିମି ଜଙ୍ଗଲ ବୃଦ୍ଧି କରାଯାଇଛି । ହେମଗିରି , ମୁନିଗୁଡା ଓ ଦେବ୍ରୀଗଡ ପରେ କଳାହାଣ୍ଡି ଜିଲ୍ଲାର କର୍ଲାପାଟରେ ବାଘର ସନ୍ଧାନ ମିଳିଛି । ତେବେ ଏହା କଲରାପତରିଆ ବାଘ ନା ମହାବଳ ବାଘ ତାହା ଜଣାପଡିନାହିଁ ବୋଲି ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ