Connect with us

ଓଡିଶା

ଓଡ଼ିଶାରେ ହେବ ୯୨ଟି ମଡ଼େଲ ସ୍କୁଲ

ସାଙ୍କେତିକ

ଓଡ଼ିଶାରେ ହେବ ୯୨ଟି ମଡ଼େଲ ସ୍କୁଲ
ଭୁବନେଶ୍ୱର,୧୮ା୧୨ : ଦେଶରେ ୪୬୨ଟି ବ୍ଲକରେ ମଡ଼େଲ ସ୍କୁଲ ହେବ । ଏଥି ମଧ୍ୟରୁ ଓଡ଼ିଶାରେ ୯୨ଟି ସ୍ଥାନରେ ଏହି ସ୍କୁଲ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରକାଶ କରିଛନ୍ତି । ପ୍ରତି ସ୍କୁଲ ନିର୍ମାଣ ପାଇଁ ୩୨ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଆସନ୍ତା ଶିକ୍ଷାବର୍ଷରୁ ପ୍ରତି ପିଲା ପିଛା ୧ ଲକ୍ଷ ୯ ହଜାର ଟଙ୍କା ଅନୁଦାନ ଦିଆଯିବ । ସ୍କୁଲର ପରିଚାଳନା ପାଇଁ ସ୍ୱୟଂକ୍ରିୟ ସମିତି ଗଠନ କରାଯିବ ବୋଲି ସେ କହିଛନ୍ତି ।
ଭାସିଗଲେ ୩ ଭାରତୀୟ

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା