Connect with us

ଓଡିଶା

ଭାଜପାର 100 ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ

ସାଙ୍କେତିକ

ଭୁବନେଶ୍ୱର : ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ରାଜ୍ୟ ବିଧାନସଭା ଆସନ ଲାଗି ଭାଜପାର 100 ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । କିଛି ଅଂଶ ନିମ୍ନରେ ଦିଆଗଲା –
ପଦ୍ମପୁର- ପ୍ରଦୀପ ପୁରୋହିତ ,ବରଗଡ଼ -ଅଶ୍ୱନୀ ଷଡ଼ଙ୍ଗୀ,ଅତାବିରା-ମିଳନ ସେଠ ,ବ୍ରଜରାଜନଗର -ରାଧାରାଣୀ ପଣ୍ଡା ,ତଲସରା -ଭବାନୀ ଭୋଇ ,ସୁନ୍ଦରଗଡ଼ -କୁସୁମ ଟେଟ,ବୀରମିତ୍ରପୁର -ଶଙ୍କର ଓରାମ ,ରଘୁନାଥପାଲ୍ଲୀ -ଜଗବନ୍ଧୁ ବେହେରା ,ରାଉରକେଲା -ନିହାର ରାଏ ,ରାଜଗାଙ୍ଗପୁର -ନର୍ସିଙ୍ଗ ମିଞ୍ଜ ,ବଣେଇ -ଅନିଲ ବାରଲା ,କୁଚିଣ୍ଡା -ରବିନାରାୟଣ ନାୟକ ,ରେଙ୍ଗାଲି -ନାଉରି ନାୟକ ,ସମ୍ବଲପୁର – ଜୟନାରାୟଣ ମିଶ୍ର ,ତେଲକୋଇ -ଧନୁର୍ଜୟ ସିଧୁ ,ଘସିପୁରା – ପୃଥିବୀ ରାଜ କହ୍ନର ,ଆନନ୍ଦପୁର -ଭାଗିରଥି ସେଠି ,ପାଟଣା- ଭବାନୀଶଙ୍କର ନାୟକ,କେଉଁଝର -ମୋହନ ମଝି , ଯଶିପୁର -ଗାନେଶ୍ରମ ଖୁଣ୍ଟିଆ ,ସରସକାଣ -ଡଃ ବୁଧନ ମୁର୍ମୁ ,ବାଙ୍ଗିରିପୋଷି-ସୁକୁଦ ମୁର୍ମୁ ,କରଞ୍ଜିଆ-ପଦ୍ମ ଚରଣ ହାଇବ୍ରୁ ,ଉଦଳା -ଭାସ୍କର ମଧେଇ,ବଡ଼ସାହି-ସନାତନ ବିଜୁଳି,ବାରିପଦା-ପ୍ରକାଶ ସୋରେନ,ଜଳେଶ୍ୱର-ଜୟନାରାୟଣ ମହାନ୍ତି,ବାଲେଶ୍ୱର-ମଦନମୋହନ ଦତ୍ତ,ରେମୁଣା-ଗୋବିନ୍ଦ ଚନ୍ଦ୍ର ଦାସ,ସୋର-ରାକେଶ ମଲ୍ଲିକ,ସିମୂଳିଆ-ପଦ୍ମଲୋଚନ ପଣ୍ଡା,ବାସୁଦେବପୁର-ମାଧବାନନ୍ଦ ମଲ୍ଲିକ,ଧାମନଗର – ବିଷ୍ଣୁ ସେଠୀ,ଚାନ୍ଦବାଲି – ମନମୋହନ ସାମଲ,ବିଞ୍ଝାରପୁର- ବବିତା ମଲ୍ଲିକ,ବରି- ବିଶ୍ୱରଞ୍ଜନ ମଲ୍ଲିକ,ବଡ଼ଚଣା- ଅମର ନାୟକ,ଧର୍ମଶାଳା-ତୁଷାର ପରିଡ଼ା,ଯାଜପୁର-ଗୌତମ ରାୟ,କୋରେଇ-ବିଶ୍ୱଜିତ୍‌ ନାୟକ,ସୁକିନ୍ଦା-ପ୍ରଦୀପ ବଳସାମନ୍ତ,ଢେଙ୍କାନାଳ-କୃଷ୍ଣଚନ୍ଦ୍ର ପାତ୍ର,ହିନ୍ଦୋଳ-ଅଶୋକ ନାୟକ,କାମାକ୍ଷାନଗର-ଶତ୍ରୁଘ୍ନ ଜେନା,ପରଜଙ୍ଗ-ବିଭୁତି ପ୍ରଧାନ,ପାଲଲହଡ଼ା-ଅଶୋକ ମହାନ୍ତି,ତାଳଚେର-କାଳନ୍ଦି ସାମଲ,ଅନୁଗୁଳ-ପ୍ରତାପ ପ୍ରଧାନ,ଛେଣ୍ଡିପଦା-ଅଗସ୍ତି ବେହେରା,ଲୋଇସିଂହା-ମୁକେଶ ମହାଲିଙ୍ଗ,ପାଟଣାଗଡ଼- କନକବର୍ଦ୍ଧନ ସିଂ ଦେଓ,ଟିଟଲାଗଡ଼- ଅଶୋକ ଦୋରା,କଣ୍ଟାବାଞ୍ଝି- ଲକ୍ଷ୍ମଣ ବାଗ,ଖରିଆର- ରୀତାରାଣୀ ବଗର୍ତ୍ତୀ,ଉମରକୋଟ-ନିତ୍ୟାନନ୍ଦ ଗଣ୍ଡ,ନବରଙ୍ଗପୁର-ଗୌରୀ ମାଝି,ଲାଞ୍ଜିଗଡ଼- ରମେଶ ମାଝି,ଜୁନାଗଡ଼- ମନୋଜ ମେହେର,ଧର୍ମଗଡ଼- ଅନନ୍ତ ପ୍ରତାପ ଦେଓ,ନର୍ଲା-ଅନିରୁଦ୍ଧ ପ୍ରଧାନ,ବାଲିଗୁଡା-କରେନ୍ଦ୍ର ମାଝି,ଜି.ଉଦୟଗିରି-ଅର୍ଚ୍ଚନା ପ୍ରଧାନ,କଣ୍ଟାମାଳ-କହ୍ନେଇ ଡାଙ୍ଗ,ବୌଦ୍ଧ-ସୁଶାନ୍ତ ପ୍ରଧାନ,ବଡ଼ମ୍ବା-ବିଜୟ କୁମାର ଦଳବେହେରା,ବାରବାଟୀ-କଟକ-ସମୀର ଦେ,ଚେଦ୍ୱାର-କଟକ-ନୟନ କିଶୋର ମହାନ୍ତି,କଟକ ସଦର-ଦିଲୀପ ମଲ୍ଲିକ,ସାଲେପୁର-ପ୍ରକାଶ ବେହେରା,ମାଲକାନଗିରି- ଆଦିତ୍ୟ ମାଢି,ମାହାଙ୍ଗା -ସାରଦା ପ୍ରଧାନ,ଆଳି -ଦୋଳଗୋବିନ୍ଦ ନାୟକ,ରାଜନଗର-ଅଲେଖ ଜେନା,ତିର୍ତ୍ତୋଲ-ପ୍ରଫେସର ରମାକାନ୍ତ ଭୋଇ,ବାଲିକୁଦା ଏରସମା-ଦାମୋଦର ରାଉତ, ଜଗତସିଂହପୁର-ସତ୍ୟବ୍ରତ ମହାପାତ୍ର,କାକଟପୁର-ତୁଷାରକାନ୍ତି ବେହେରା,ନିମାପଡ଼ା-ପ୍ରଭାତୀ ପରିଡ଼ା,ବ୍ରହ୍ମଗିରି-ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,ସତ୍ୟବାଦୀ-ଓମ୍‌ପ୍ରକାଶ ମିଶ୍ର,ପିପିଲି-ଆଶ୍ରିତ୍‌ ପଟ୍ଟନାୟକ,ଭୁବନେଶ୍ୱର କେନ୍ଦ୍ର-ଜଗନ୍ନାଥ ପ୍ରଧାନ,ଏକାମ୍ର ଭୁବନେଶ୍ୱର-ବାବୁ ସିଂହ,ଖୋର୍ଦ୍ଧା-କାଳୁ ଖଣ୍ଡାୟତରାୟ,ଚିଲିକା-ପୃଥ୍ବୀରାଜ ହରିଚନ୍ଦନ,ରଣପୁର-ସୁରମା ପାଢ଼ୀ,ଖଣ୍ଡପଡ଼ା- ସିଦ୍ଧାର୍ଥ ସିଂ ମର୍ଦ୍ଦରାଜ,ନୟାଗଡ଼- ଇରାନୀ ରାୟ,ଭଞ୍ଜନଗର-ପ୍ରଦ୍ୟୁମ୍ନ ନାୟକ,ପୋଲସରା-ଗୋକୁଳାନନ୍ଦ ମଲ୍ଲିକ,ଖଲ୍ଲିକୋଟ-ଭାରତୀ ବେହେରା,ସାନଖେମୁଣ୍ଡି-ବିଜୟ ସ୍ବାଇଁ,ଗୋପାଳପୁର-ବିଭୂତି ଜେନା,ଚିକିଟି-ମନୋରଞ୍ଜନ ଦ୍ୟାନସାମନ୍ତରାୟ,ପାରଳାଖେମୁଣ୍ଡି-କେ. ନାରାୟଣ ରାଓ,ବିଷମ କଟକ-ଶିବଶଙ୍କର ଉଲାକା,ଲକ୍ଷ୍ମୀପୁର-କୁମୁଡ଼ା ସାଉନ୍ତା,କୋଟପାଡ଼- ଖଗେଶ୍ୱର ପୂଜାରୀ,ପଟ୍ଟାଙ୍ଗି-ରାମଚନ୍ଦ୍ର ପାଙ୍ଗି….(କ୍ରମଶଃ )

 

 

 

 

 

 

 

 

 

 

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା