Connect with us

ଓଡିଶା

ଧ୍ୱଜା ଅବତରଣ ଉତ୍ସବରେ ଅଭିବାଦନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ଧ୍ୱଜା ଅବତରଣ ଉତ୍ସବରେ ଅଭିବାଦନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୩୧ ଜାନୁଆରୀ – ଆଜି ସପ୍ତମ ବାଟାଲିୟନଠାରେ ପୋଲିସ ପକ୍ଷରୁ ଆୟୋଜିତ ଧ୍ୱଜା ଅବତରଣ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥିଲେ । ଏହା ପରେ ପୋଲିସ ବ୍ୟାଣ୍ଡ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିଲା । ତାହା ଅତ୍ୟନ୍ତ ଚିତାକର୍ଷକ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା