Connect with us

ଓଡିଶା

ସେପ୍ଟେମ୍ବର 1 ରୁ ଭୁବନେଶ୍ୱରୁ ସିଧା ଅହମଦାବାଦ କୁ ବିମାନ ଚଳାଚଳ କରିବ l

ସେପ୍ଟେମ୍ବର 1 ରୁ ଭୁବନେଶ୍ୱରୁ ସିଧା ଅହମଦାବାଦ କୁ ବିମାନ ଚଳାଚଳ କରିବ l

ଭୁବନେଶ୍ୱର :- ଭୁବନେଶ୍ୱର ରୁ ଗୁଜୁରାଟ ଯାଉଥିବା ଯାତ୍ରୀଙ୍କ ପାଇଁ ଶୁଭ ଖବର l ସେପ୍ଟେମ୍ବର 1 ରୁ ଭୁବନେଶ୍ୱରୁ ସିଧା ଅହମଦାବାଦ କୁ ବିମାନ ଚଳାଚଳ କରିବ l ବିଜୁ ପଟନାୟକ ଆନ୍ତର୍ଜାତିକ ଏୟାରପୋର୍ଟ ପ୍ରାଧିକରଣ ପକ୍ଷରୁ ଜଣାଯାଇଛି ଯେ, ଆସନ୍ତା ସେପ୍ଟେମ୍ବର 1 ଠାରୁ ଅହମଦାବାଦରୁ ସକାଳ 8.55 ରେ ଉଡ଼ାଣ ଆରମ୍ଭ କରିକରି 11.20 ରେ ଭୁବନେଶ୍ୱର ରେ ପହଂଚିବ l ପୁନଶ୍ଚ 11.50 ରୁ ଉଡାଣ ଆରମ୍ଭ କରି ଅହମଦାବାଦ ରେ 2.10 ରେ ପହଂଚିବ l ଇଣ୍ଡିଗୋ ମଧ୍ୟ ଏହି ସେବା ସପ୍ତାହରେ ତିନି ଦିନ ଦେବ ଏହା ସୋମବାର ବୁଧବାର ଏବଂ ଶୁକ୍ରବାର ଦିନ ଚଳାଚଳ କରିବ l ଆଗକୁ ଏହା ସମ୍ପ୍ରସାରଣ ହୋଇପାରେl

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା