Connect with us

ଓଡିଶା

ଚିଲିକାରେ ସି-ପ୍ଲେନ ଚଳା ଚଳ କରିବ l

ଚିଲିକାରେ ସି-ପ୍ଲେନ ଚଳା ଚଳ କରିବ l

ଚିଲିକା ସହିତ ସର୍ଦାର ସରୋବର ଡ୍ୟାମ ଓ ସାବରମତୀ ସରୋବର ରେ ସି-ପ୍ଲେନ ଚଳା ଚଳ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି l ଏହା ଦ୍ୱାରା ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମି ର ବିକାଶ ବୃଦ୍ଧି ପାଇବ l ବିମାନ ଚଳାଚଳ ପାଇଁ ସ୍ପାଇସ ଜେଟ ପ୍ରସ୍ତୁତି ଆରମ୍ଭ କରୁଛି l

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା