Connect with us

ଓଡିଶା

୧୬ରୁ +୨ ପରୀକ୍ଷା ଫର୍ମ ପୂରଣ

ସାଙ୍କେତିକ ଚିତ୍ର

୧୬ରୁ +୨ ପରୀକ୍ଷା ଫର୍ମ ପୂରଣ
ଭୁବନେଶ୍ୱର,୮ା୧୧ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୯ ବାର୍ଷିକ ଯୁକ୍ତ ଦୁଇ ପରୀକ୍ଷା ଫର୍ମ ପୂରଣ ପାଇଁ ତାରିଖ ଘୋଷଣା କରାଯାଇଛି । ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ନଭେମ୍ବର ୧୬ ତାରିଖରୁ ଫର୍ମ ପୂରଣ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଛାତ୍ରଛାତ୍ରୀମାନେ ପରୀକ୍ଷା ଫି’ ୧୭ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଜମା କରିପାରିବେ । ୨୭ ତାରିଖ ପରେ ଫର୍ମ ପୂରଣ କଲେ ୫୦ ଟଙ୍କା ଜୋରିମାନା ଦେବାକୁ ପଡିବ । ୩୦ ତାରିଖ ପର୍ଯ୍ୟନ୍ତ ଜରିମାନା ସହିତ ଫର୍ମ ପୂରଣର ସୁଯୋଗ ରହିଛି । ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀ ଆସନ୍ତା ୨୮ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଫି’ ଜମା କରିପାରିବେ । ସେହିପରି ଡିସେମ୍ବର ୧ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କଲେ ୩୫୦ ଟଙ୍କା ଜୋରିମାନା ଦେବାକୁ ପଡିବ । ସେମାନେ ଡିସେମ୍ବର ୩ରୁ ୫ ତାରିଖ ମଧ୍ୟରେ ଫି’ ଓ ଜରିମାନା ଜମା କରିପାରିବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା