Connect with us

ଆଞ୍ଚଳିକ

ଗଭର୍ନରଙ୍କ ରୋଟାରି କ୍ଲବ କ୍ୟାପିଟାଲ ପରିଦର୍ଶନ

ସାଙ୍କେତିକ

ଗଭର୍ନରଙ୍କ ରୋଟାରି କ୍ଲବ କ୍ୟାପିଟାଲ ପରିଦର୍ଶନ
ଭୁବନେଶ୍ୱର, ୦୧ ମାର୍ଚ୍ଚ – ରୋଟାରି କ୍ଲବ୍ ଅଫ୍ ଭୁବନେଶ୍ୱର କ୍ୟାପିିଟାଲକୁ ରୋଟାରି ଗଭର୍ନର ରୋଟାରିଆନ୍ ଭବାନୀ ପ୍ରସାଦ ଚୌଧୁରୀଙ୍କ ପରିଦର୍ଶନ କରିଛନ୍ତି । ସେ ଏହି ଅବସରରେ କହିଥିଲେ ଯେ, ରୋଟାରୀଆନ୍ମାନେ ବିଭିନ୍ନ ସେବା ପାଇଁ ଉତ୍ସର୍ଗିକୃତ । ଗଭର୍ନର କ୍ଲବ୍ର କାଗଜପତ୍ର ତନଖି କରିବା ସହ କାର୍ଯ୍ୟାବଳି ସମ୍ପର୍କରେ ସନ୍ତୋଷ ପ୍ରକାଶ କରିଥିଲେ । ଏଥିରେ ପିଡିଜି ରୋଟାରିଆନ୍ ଶିବବ୍ରତ ଦାଶ, ନିର୍ବାଚିତ ଗଭର୍ନର ଶାନ୍ତନୁ କୁମାର ପାଣି,ସମ୍ପାଦକ ମହେଶ ଜି ରଜନୀ, କୋଷାଧ୍ୟକ୍ଷ ବିମ୍ବାଧର ବେହେରା, ପ୍ରସାନ୍ନ ଚୌଧୁରୀ ଓ ସମସ୍ତ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ । ଏଥିରେ ସଭାପତି ଭାବେ ପ୍ରଣୟ କୁମାର ଜେନା ଅଧ୍ୟକ୍ଷତା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ