
ହୀରାକୁ ବନ୍ଧ ନିକଟରେ ନିର୍ମାଣ ହେବ ଅତିରିକ୍ତ ସ୍ପିଲ ବେ
ଭୁୁବନେଶ୍ୱର,୧୦ା୧ : ହୀରାକୁଦ ବନ୍ଧ ନିକଟରେ ଅତିରିକ୍ତ ସ୍ପିଲ ବେ ନିର୍ମାଣ କରା ଯିବ ବୋଲି ଜଳ ସମ୍ପଦ ବିଭାଗର ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ପ୍ରକାଶ କରିଛନ୍ତି । ଏଥିରେ ସମୁଦାୟ ପାଂଚ ଶହ କୋଟି ଟଙ୍କା ବ୍ୟୟ କରାଯିବ । ତିନି ବର୍ଷ ମଧ୍ୟରେ ଏହି ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି ।
