Connect with us

ଆଞ୍ଚଳିକ

ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |

s media

ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |

ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପ୍ରାୟ 80 ବର୍ଷ ବୟସରେ ପରଲୋକ ଘଟିଛି | ସେ ରାଜ୍ୟରେ ପୋଷା କୁକୁର ମାନଙ୍କର ବିଶେଷଜ୍ଞ ଭାବରେ କ୍ଷତି ଲାଭ କରିଥିଲେ |.ଆଜି ରାତ୍ରି 11.45 ରେ ତାଙ୍କ ମର ଶରୀର ପୁରୀ ନିଆଯାଇ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର କରାଯିବ |

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ