Connect with us

ଆଞ୍ଚଳିକ

ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l

web

ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ  l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !

ଭୁବନେଶ୍ୱର:- ଭୁବନେଶ୍ୱର ରୁ ଆରମ୍ଭହେଲା କଣ୍ଟନମେଣ୍ଟ ଜୋନ l ଆଜି ଦୁଇଟି ଜାଗାରେ ସ୍ଥାନୀୟ ପ୍ରଶାସନ କ୍ୟାଣ୍ଟନମେଣ୍ଟ ଜୋନ ନୋଟିସ ଲଗାଇଦେଇଛି l ଉକ୍ତ ଅଂଚଳକୁ କେହି ଯାଇପାରିବେ ନାହିଁ କି କେହି ଆସିପାରିବେ ନାହିଁ .l କେବଳ ଅତ୍ୟାବଶକୀୟ ପଦାର୍ଥ ଭୁବନେଶ୍ୱର ମହାନଗର ନିଗମ ତରଫରୁ ଯୋଗାଇ ଦିଆଯିବ l ବମିଖାଲ ଅଂଚଳରେ ଥିବା ଜୟଦୁର୍ଗା ନଗର ସ୍ଥିତ ପ୍ଲଟ ନଂ 1303 ଓ 1304 କୁ କ୍ୟାଣ୍ଟନମେଣ୍ଟ ଜୋନ ବୋଲି ଘୋଷଣା କରାଯାଇଥିବା ବେଳେ , ଭିଏସଏସ ନଗର ଅଧୀନ 11 ନଂ ୱାର୍ଡକୁ ମଧ୍ୟ କ୍ୟାଣ୍ଟନମେଣ୍ଟ ଜୋନ ବୋଲି ଘୋଷଣା କରିଛି ପ୍ରଶାସନ l ଏହି ଅଂଚଳରୁ ଏକାଧିକ ରୋଗୀ ଚିହ୍ନଟ ହେବାପରେ ପ୍ରଶାସନ ଏହି ନିଷ୍ପତି ନେଇଛି .l ଏହି ଘୋଷଣା ପରେ ଭୁବନେଶ୍ୱରରେ ଲୋକଙ୍କ ମଧ୍ୟରେ ଆଗକୁ ଲକଦଉନ ଓ ସଟଡାଉନ ହବକି ନାହିଁ ଚର୍ଚା ଜୋର ଧରିଛି l

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ