ଶ୍ରୀମନ୍ଦିରରେ ଅଚଳାବସ୍ଥା ଦୂର ପାଇଁ ସରକାର ହସ୍ତକ୍ଷେପ କରନ୍ତୁ : ଗଜପତି
ଭୁବନେଶ୍ୱର,୨୮ା୧୨ : ପୋଲିସ୍ -ସେବାୟତ ବିବାଦକୁ ନେଇ ଶ୍ରୀମନ୍ଦିରରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ସରକାର ହସ୍ତକ୍ଷେପ କରିବାକୁ ପୁରୀ ଗଜପତି ଶ୍ରୀ ଦିବ୍ୟ ସିଂହ ଦେବ ଅନୁରୋଧ କରିଛନ୍ତି । ଠାକୁରଙ୍କୁ ଅପୂଜା ରଖିବା କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ । ନୀତିକାନ୍ତି ଆରମ୍ଭ କରିବାପାଇଁ ସବୁ ପକ୍ଷ ଉଦ୍ୟମ କରିବା ଉଚିତ୍ । ମହାପ୍ରଭୂଙ୍କ ସେବା ପ୍ରସଙ୍ଗ ଠାରୁ ଅନ୍ୟ କୌଣସି ଜିନିଷ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଶ୍ରୀମନ୍ଦିରରେ ଥିବା ମହାନ ପରମ୍ପରାରେ କଳଙ୍କ ନଲାଗୁ । ଆଲୋଚନା ମାଧ୍ୟମରେ ଯେକୌଣସି ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି ।
ଓଡିଶା
ଶ୍ରୀମନ୍ଦିରରେ ଅଚଳାବସ୍ଥା ଦୂର ପାଇଁ ସରକାର ହସ୍ତକ୍ଷେପ କରନ୍ତୁ : ଗଜପତି
More in ଓଡିଶା
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି | ଭୁବନେଶ୍ୱର –...