ରଥ ଦୁଆରବନ୍ଧରେ ପଡିଲା କନା ମଣ୍ଡଣୀ
ପୁରୀ, ୨ ଜୁଲାଇ – ତିନିରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ସୋମବାର ଅପରାହ୍ନରେ ତିନି ରଥର ଦୁଆରବନ୍ଧ ଉପରେ କନା ମଣ୍ଡଣୀ ପଡିଛି । ଏହାସହ ଘୋଡ଼ାଗୁଡିକ ରଙ୍ଗ କରାଯାଉଛି । କଳସ କାମ ଶେଷ ପର୍ଯ୍ୟାୟରେ ପହଂଚିଛି । କନା ମଣ୍ଡଣୀ ପରେ କଳସ ଓ ଓଲଟ ଶୁଆ ଧ୍ୱଜା ଲାଗିବ । ରଥର ଚଟାଣ, ସାରଥୀ ରଙ୍ଗ, ବ୍ରେକ ସିଷ୍ଟମ୍ ଆଦି କାମ ଶେଷ ହୋଇଛି । ଆସନ୍ତାକାଲି ଆଜ୍ଞାମାଳ ଆସିବା ପରେ ତିନିରଥ ରଥଖଳାରୁ ଭିଡା ହୋଇ ସିଂହଦ୍ୱାରରେ ଲାଗିବ ।
ଓଡିଶା
ରଥ ଦୁଆରବନ୍ଧରେ ପଡିଲା କନା ମଣ୍ଡଣୀ
More in ଓଡିଶା
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି | ଭୁବନେଶ୍ୱର –...