ବଦଳିବ ମାଟ୍ରିକ୍ ପରୀକ୍ଷା ଢାଞ୍ଚା
ଭୁବନେଶ୍ୱର,୩୦ା୮ : ଆସନ୍ତା୨୦୨୦-୨୧ ବର୍ଷରେ ମାଟ୍ରିକ୍ ପରୀକ୍ଷାର ଢାଂଚା ବଦଳିବ । ପରୀକ୍ଷା ପ୍ରକ୍ରିୟାର ଓଏମଆର ସିଟ୍ ଓ ମଲଟିପଲ୍ ଚଏସ୍ ସଂକ୍ଷିପ୍ତ ପ୍ରଶ୍ନଉତର ଉଠିଯିବ । ଏଣିକି ୫୦ ମାର୍କ ଅବଜେକ୍ଟିଭ୍ ଓ ୫୦ ମାର୍କ ସବଜେକ୍ଟିଭ୍ ପ୍ରଶ୍ନ ରହିବ । ସେଥିମଧ୍ୟରୁ ଉଭୟରେ ୧୫ମାର୍କ ରଖିଲେ ପାସ୍ ହେବେ ଛାତ୍ରଛାତ୍ରୀ । ମାଧ୍ୟମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷା ଜାହାନ ଆର ବେଗମ୍ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଚଳିତ ବର୍ଷ ନବମ ଶ୍ରେଣୀ ପରୀକ୍ଷା ୨୦୨୦-୨୧ ଢାଂଚାରେ ପରୀକ୍ଷା କରାଯିବ । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୩ ଟି ସେଟ୍ ବଦଳରେ ୪ ଟି ସେଟ୍ ପ୍ରଶ୍ନ ପତ୍ର କରାଯିବ ।
ଓଡିଶା
ବଦଳିବ ମାଟ୍ରିକ୍ ପରୀକ୍ଷା ଢାଞ୍ଚା
More in ଓଡିଶା
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି | ଭୁବନେଶ୍ୱର –...