ଓଡିଶା ଦୁର୍ନୀତିରେ ଭରି ରହିଛି : ଦାମ ରାଉତ
ଭୁୁବନେଶ୍ୱର,୧୯ା୧୧ : ଓଡିଶା ଦୁର୍ନୀତିରେ ଭରି ରହିଛି । ସିବିଆଇ ଏ ସବୁର ତଦନ୍ତ କରିବା କଥ।। । ତଳ ଠାରୁ ଉପର ପର୍ଯ୍ୟନ୍ତ ସରକାର ଉବୁଟୁବୁ । ତଦନ୍ତ ଯେଭଳି ହେବା କଥା ତାହା ହେଉନାହିଁ । ଚିଟଫଣ୍ଡ ଜମାକାରୀ ସଂସ୍ଖା ଦୁଶ୍ଚିନ୍ତାରେ ରହିଛନ୍ତି । ବରିଷ୍ଠ ବିଧାୟକ ଡ. ଦାମୋଦର ରାଉତ ଏହା କହିଛନ୍ତି । ସେ କହିଛନ୍ତି ଯେ ସିବିଆଇ ସଚିବାଳୟକୁ କାହିଁକି ଆସିଥିଲା ତାହା ସରକାର କିମ୍ବା ସିବିଆଇ କହି ପାରିବ । ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଧରିବା ପରିବର୍ତେ ସେମାନଙ୍କୁ ଛାଡି ଦିଆ ଯାଇଛି । ସିବିଆଇ ଉପରେ ଲୋକ ମାନଙ୍କର ବିଶ୍ୱାସ ଧୀରେ ଧୀରେ କମିବାରେ ଲାଗିଛି । ତାର କାର୍ଯ୍ୟ ସେ କରୁ ନାହିଁ ।
ଓଡିଶା
ଓଡିଶା ଦୁର୍ନୀତିରେ ଭରି ରହିଛି : ଦାମ ରାଉତ
More in ଓଡିଶା
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି | ଭୁବନେଶ୍ୱର –...