
ପାରାଦ୍ୱୀପକୁ ଚାଲିବ ମେମୋ ଟ୍ରେନ
ଭୁବନେଶ୍ୱର :- ଏଣିକି କଟକ ଓ ପାରାଦ୍ୱୀପକୁ ଚଳ ପ୍ରଚଳ କରୁଥିବା ପାସେଞ୍ଜର ଟ୍ରେନ ପରିବର୍ତେ ମେମୋ ଟ୍ରେନ ଚାଲିବ । ଏହି ମେମୋ ଟ୍ରେନ ବ୍ରହ୍ମପୁରରୁ କଟକ ବର୍ତମାନ ଚଳ ପ୍ରଚଳ କରୁଛି । ଏହାକୁ ପାରାଦ୍ୱୀପକୁ ସମ୍ପ୍ରସାରିତ କରାଯିବ । ୮ ତାରିଖରୁ ଏହି ଟ୍ରେନ ପାରାଦ୍ୱୀପକୁ ଯିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।
