Connect with us

ଆଞ୍ଚଳିକ

ନନ୍ଦନକାନନରେ ମହାବଳ ବାଘ ରୋସନର ମୃତ୍ୟୁ

ସାଙ୍କେତିକ

ନନ୍ଦନକାନନରେ ମହାବଳ ବାଘ ରୋସନର ମୃତ୍ୟୁ
ଭୁବନେଶ୍ୱର, ୨୦ ଫେବୃଆରୀ – ନନ୍ଦନକାନନରେ ମହାବଳ ବାଘ ରୋସନର ଆଜି ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ୧୭ ବର୍ଷ ହୋଇଥିଲା । ଅସୁସ୍ଥ ଥାଇ ସେ ଚିକିତ୍ସାଧିନ ଥିଲା ବୋଲି ନନ୍ଦନ କାନନ କର୍ତୃପକ୍ଷ ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ