ବିଜେଡି କର୍ମୀଙ୍କୁ ୨୫ ହଜାର ଟଙ୍କାର ଜୋରିମାନା
ଭୁବନେଶ୍ୱର, ୩୧ ଡିସେମ୍ବର – ବିଜେଡି ପ୍ରତିଷ୍ଠା ଦିବସରେ ଦଳର ଯୁବ କର୍ମୀମାନେ ବିନା ହେଲମେଟ୍ ରେ ବାଇକ୍ ରାଲି କରିଥିବା ଅଭିଯୋଗରେ ଚାଲାଣ କଟାଯାଇଛି । ସେମାନଙ୍କ ଠାରୁ୨୫ ହଜାର ଟଙ୍କାର ଜୋରିମାନା ଆଦାୟ କରିଛି କମିଶନରେଟ୍ ପୋଲିସ୍ । ମୋଟ ୨୫ ଜଣ କର୍ମୀଙ୍କ ଠାରୁ ହଜାରେ ଟଙ୍କା ଲେଖାଏଁ ହିସାବରେ ଜୋରିମାନା ଆଦାୟ ହୋଇଥିବା କମିଶନରେଟ୍ ପୋଲିସ୍ ପକ୍ଷରୁ କୁହାଯାଇଛି ।
ବିଜେଡି କର୍ମୀମାନେ ବିନା ହେଲମେଟରେ ବାଇକ୍ ଚଳାଉଥିବାର ଫଟୋ ଭାଇରାଲ ହେବା ପରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ୍ କମିଶନର କହିଥିଲେ ।
ଅପରାଧ
ବିଜେଡି କର୍ମୀଙ୍କୁ ୨୫ ହଜାର ଟଙ୍କାର ଜୋରିମାନା
More in ଅପରାଧ
-
ରାଜୀବ ଆବାସ ଯୋଜନା କେଳେଙ୍କାରୀ -୧
ଘର ହାତେଇବା ପାଇଁ ରାଜନୀତି ଆରମ୍ଭ ଭୁବନେଶ୍ୱର : ବସ୍ତି ବାସିନ୍ଦାଙ୍କ ପାଇଁ ଉଦିଷ୍ଟ ରାଜୀବ ଆବାସ ଯୋଜନା...
-
ଋଣ ଖିଲାପକାରୀ ଓ ରାଜନୈତିକ ଦଳର ମାୟାଜାଲରେ ‘ୟେସ ବ୍ୟାଙ୍କ’
ଋଣ ଖିଲାପକାରୀ ଓ ରାଜନୈତିକ ଦଳର ମାୟାଜାଲରେ ‘ୟେସ ବ୍ୟାଙ୍କ’ ସରକାରଙ୍କ କାର୍ଯ୍ୟପ୍ରଣାଲୀ ଓ ଶାସକ ଦଳ ଉପରେ...
-
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ .
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ . -ଝିଅ ଲଣ୍ଡନ ପଳାୟନ କରୁଥିବାପାଇଁ...
-
ମୃତ ସୂଚନା ଅଧିକାରୀ କର୍ମୀ ରଂଜନ ଦାଶଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧୀ ଦଳ
ମୃତ ସୂଚନା ଅଧିକାରୀ କର୍ମୀ ରଂଜନ ଦାଶଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧୀ ଦଳ – ଅପରାଧୀଙ୍କୁ ପୋଲିସ...