ଦିଲ୍ଲୀ: ଦିଲ୍ଲୀର ଏକ ଅଦାଲତ ଶନିବାରଦିନ ଟେରି ର ପୂର୍ବତନ ମୁଖ୍ୟ ଆରକେ ପଚଉରି (RK Pachauri)ଙ୍କୁ ପୂର୍ବ ସହଯୋଗୀଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଆରୋପ ନିଶ୍ଚିତ କରିବାକୁ କହିଛନ୍ତି । ମେଟ୍ରୋପଲିଟାନ ମାଜିଷ୍ଟ୍ରେଟେ ଚାରୁ ଗୁପ୍ତ। ନିର୍ଦେଶ ଦେଇ କହିଛନ୍ତି ଯେ , ଅଭିଯୁକ୍ତ ଉପରେ ଆଇପିସି ଧାରା ୩୫૪ , ୩୫૪ (ଅ ) ଓ ୫o୯ ଅନୁସାରେ ମାମଲା ରୁଜୁ କରିବାକୁ । ଦିଲ୍ଲୀ ପୋଲିସ ଦ୍ୱାରା ୧ ମାର୍ଚ୍ଚ ୨0୧୬ ରେ ଦାଖଲ ହୋଇଥିବା ୧४00 ପୃଷ୍ଠାର ଚାର୍ଜସିଟ ରେ ଅଭିଯୁକ୍ତ ବିରୁଦ୍ଧରେ ପରଜ୍ୟାପ୍ତ ସଂଖ୍ୟା ପ୍ରମାଣ ମହଜୁଦ ଅଛି । ଜବତ ହୋଇଥିବା ଫୋନ ,କମ୍ପୁଟର , ହାର୍ଡ ଡିସ୍କ ଓ ଅନ୍ୟ ଉପକରଣ ଜାଲି ନୁହିଁ । କୋର୍ଟ ଆଗାମୀ ଶୁଣାଣି ४ ଜାନୁଆରୀ ୨0୧୯ କୁ ଧାର୍ଯ୍ୟ କରିଛନ୍ତି । ଅଭିଯୁକ୍ତଙ୍କ ଉପରେ ଜଣେ ବିଦେଶୀ ମହିଳା ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ ।
ଦେଶ
ଟେରି ର ପୂର୍ବତନ ମୁଖ୍ୟ ଆରକେ ପଚଉରି ଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଆରୋପ ନିଶ୍ଚିତ
More in ଦେଶ
-
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨 ଚାନ୍ଦିପୁର :- 22-12 -ଓଡିଶା ଉପକୂଳରେ ଅବସ୍ଥିତ ଅବଦୁଲ କାଲାମ ଦ୍ବୀପର...
-
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨 ନୂଆଦିଲ୍ଲୀ :- 22-12-ନିର୍ଧାରିତ ସମୟ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନକୁ...
-
ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ଇଡିର ପଚରା ଉଚରା ।
ପାନାମା ପେପର ଲିକ୍ ମାମଲାରେ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ପଚରା ଉଚରା...
-
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ |
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ | ଭୁବନେଶ୍ୱର -: 19/12 – ଜନସାଧାରଣ ସତର୍କ ନରହିଲେ ନୂଆବର୍ଷରୁ...