‘ଏସ୍ସି/ଏସ୍ଟିମାନେ ଅନ୍ୟ ରାଜ୍ୟରେ କରିପାରିବେନି ଆରକ୍ଷଣ ଦାବି’
ନୂଆଦିଲ୍ଲୀ,୩୦ା୮ : ଗୋଟିଏ ରାଜ୍ୟର ଅନୁସୂଚିତ ଜାତି ଏବଂ ଜନଜାତି ସମୁଦାୟର ସଦସ୍ୟ ଅନ୍ୟ ରାଜ୍ୟରେ ସରକାରୀ ଚାକିରୀରେ ଆରକ୍ଷଣ ଦାବି କରିପାରିବେ ନାହିଁ ବୋଲି ଆଜି ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ନ୍ୟାୟମୂର୍ତ୍ତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠରେ ସର୍ବସମ୍ମତିରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିରେ ନ୍ୟାୟମୂର୍ତ୍ତି ଏନ ବି ରମଣ, ନ୍ୟାୟମୂର୍ତ୍ତି ଆର ଭାନୁମତି, ନ୍ୟାୟମୂର୍ତ୍ତି ଏମ ଶାନ୍ତତାନାଗୌଡର ଏବଂ ନ୍ୟାୟମୂର୍ତ୍ତି ଏସ୍ ଅବଦୁଲ ସାମିଲ ଥିଲେ । ସମ୍ବିଧାନ ଖଣ୍ଡପୀଠ କହିବା ଅନୁଯାୟୀ, ଗୋଟିଏ ରାଜ୍ୟରେ ଅନୁସୂଚିତ ଜାତି ରୂପରେ ଅଧିସୂଚିତ ହେବା ଆଧାରରେ ରାଜ୍ୟରେ ଏହି ଦାବି କରିପାରିବେ ନାହିଁ ।
ଦେଶ
‘ଏସ୍ସି/ଏସ୍ଟିମାନେ ଅନ୍ୟ ରାଜ୍ୟରେ କରିପାରିବେନି ଆରକ୍ଷଣ ଦାବି’ l
More in ଦେଶ
-
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨 ଚାନ୍ଦିପୁର :- 22-12 -ଓଡିଶା ଉପକୂଳରେ ଅବସ୍ଥିତ ଅବଦୁଲ କାଲାମ ଦ୍ବୀପର...
-
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨 ନୂଆଦିଲ୍ଲୀ :- 22-12-ନିର୍ଧାରିତ ସମୟ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନକୁ...
-
ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ଇଡିର ପଚରା ଉଚରା ।
ପାନାମା ପେପର ଲିକ୍ ମାମଲାରେ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ପଚରା ଉଚରା...
-
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ |
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ | ଭୁବନେଶ୍ୱର -: 19/12 – ଜନସାଧାରଣ ସତର୍କ ନରହିଲେ ନୂଆବର୍ଷରୁ...