ଖୋଲିଲା ହୀରାକୁଦର ୭ଟି ଗେଟ୍
ଭୁବନେଶ୍ୱର,୨୦ା୮ : ଆଜି ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର ୬୧୯.୦୮ ଫୁଟରେ ରହିଛି । ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୨ ହଜାର ୦୬୨ ଘନଫୁଟ ପାଣି ପ୍ରବେଶ କରୁଥିଲା ବେଳେ ସେହି ସମୟରେ ୧ ଲକ୍ଷ ୨୩ ହଜାର ୪୬୨ ଘନଫୁଟ ପାଣି ନଷ୍କାସିତ ହେଉଛି । ୭ଟି ଗେଟ୍ ଏବେ ଖୋଲା ରହିଛି । ହୀରାକୁଦର ତଳ ମୁଣ୍ଡ ଖଇରାମାଳରେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୭ ହଜାର ୫ ଶହ ଘନଫୁଟ ପାଣି ନିଷ୍କାସିତ ହେଉଥିଲା ବେଳେ ବରମୂଳରେ ୨ ଲକ୍ଷ ୩୪ ହଜାର ୩୭୫ ଘନଫୁଟ ଏବଂ ମୁଣ୍ଡୁଳିରେ ୨ ଲକ୍ଷ ୧ ହଜାର ୯୨୦ ଘନଫୁଟ ପାଣି ନିଷ୍କାସିତ ହେଉଛି । ଅନ୍ୟପକ୍ଷରେ ବାଲିମେଳା ଜଳଭଣ୍ଡାରରେ ଜଳପତନ ବୃଦ୍ଧି ପାଉଥିବାରୁ ଏହାର ବିଦ୍ୟୁତ ଉତ୍ପାଦନକୁ ବନ୍ଦ ରଖାଯାଇଛି ।
ଆଞ୍ଚଳିକ
ଖୋଲିଲା ହୀରାକୁଦର ୭ଟି ଗେଟ୍
More in ଆଞ୍ଚଳିକ
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀର ଉଦଘାଟନ ଆଜି
ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀର ଉଦଘାଟନ ଆଜି ଭୁବନେଶ୍ୱର, ୦୬ ଫେବୃଆରୀ – ଆସନ୍ତାକାଲି (ଶୁକ୍ରବାର) ଠାରୁ ଭୁବନେଶ୍ୱର ଜନତା...