ଭାରତର କିଛି ଭୂଖଣ୍ଡକୁ କବଜା କରିବା ପାଇଁ ନେପାଳର ଉଦ୍ୟମ
ନୂଆଦିଲ୍ଲୀ – ଆଜି ନେପାଳ ସଂସଦର ବିଶେଷ ଅଧିବେଶନ ରେ ନୂଆ ମାନଚିତ୍ରକୁ ମଞ୍ଜୁରୀ ମିଳିଲା Ι ପ୍ରକାଶ ଥାଉକି, ଏହି ମାନଚିତ୍ରରେ ଭାରତର କିଛି ଅଂଚଳlକୁ ନିଜର ବୋଲି ଦର୍ଶାଇ ନୂଆ ମାନଚିତ୍ର ପ୍ରସ୍ତୁତ କରିଛି Ι ଏଥିରେ ଦର୍ଶାଯାଇଥିବା ଅଂଚଳ ଗୁଡିକ ହେଲା ‘ଲିପୁଲେଖ’, ‘କଳାପାଣି’ ଓ ‘ଲିମ୍ପିଆଧୁରା’ Ι ଏହି ଅଂଚଳ ଗୁଡିକ ଭାରତ ଓ ନେପାଳ ସୀମାବର୍ତୀ ମହତ୍ୱପୁର୍ଣ ଅଂଚଳ Ι ନେପାଳ 275 ଆସନ ବିଶିଷ୍ଟ ସଂସଦରେ 258 ସଂସଦ ଉପସ୍ଥିତ ଥିଲେ ଓ ସମସ୍ତେ ଉକ୍ତ ମାନଚିତ୍ର ସପକ୍ଷରେ ଭୋଟ ଦେଲେ Ι
ଏଠାରେ ସୂଚନାଯୋଗ୍ୟଯେ , ରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଇ ୮ ତାରିଖ ଦିନ ଲିପୁଲେଖ ସହିତ ଧରଃଚୁଳକୁ ସଂଯୋଗ କରୁଥିବା 80 କିଲୋମିଟର ରାସ୍ତାକୁ ଉଦଘାଟନ କରିଥିଲେ ଓ ଏହା ଯୋଗୁଁ ଭାରତ ଓ ନେପାଳ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କରେ ଉତ୍ତେଜନା ଆସିଥିଲା Ι
ବିଦେଶ
ଭାରତର କିଛି ଭୂଖଣ୍ଡକୁ କବଜା କରିବା ପାଇଁ ନେପାଳର ଉଦ୍ୟମ
More in ବିଦେଶ
-
ଗଜଲକ୍ଷ୍ମୀ ପୂଜା ଜମୁଛି .ଗହଳି ବଢୁଛି I
ଭୁବନେଶ୍ୱର – ସ୍ଥାନୀୟ ବିଜେବି ନଗର ସ୍ଥିତ ପ୍ରତୀକ ପରିଷଦ ଅନୁକୁଲ୍ୟରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜାରେ ଜନସମାଗମ ବୃଦ୍ଧି...
-
‘ଚନ୍ଦ୍ରପ୍ରଭା ସ୍ମୃତି ସମ୍ମାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ
‘ଚନ୍ଦ୍ରପ୍ରଭା ସ୍ମୃତି ସମ୍ମାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ଭୁବନେଶ୍ୱର – ‘ଆସୋସିଏଟେଡ଼ ମିଡ଼ିଆ ଫାଉଣ୍ଡେସନ’ ତରଫରୁ ସ୍ଥାନୀୟ ଓଡିଶା ପ୍ରେସ...
-
କରୋନା ଭାଇରସ ସଂକ୍ରମଣରେ ୧୬ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ
ଚୀନରେ ନୋବେଲ କରୋନା ଭାଇରସ ସଂକ୍ରମଣରେ ୧୬ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ବେଜିଂ, ୧୬ ଫେବୃଆରୀ –...
-
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶାରଫଙ୍କୁ ମୃତ୍ୟୁଦଣ୍ଡ
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶାରଫଙ୍କୁ ମୃତ୍ୟୁଦଣ୍ଡ ଇସଲାମାବାଦ, ୧୭ ଡିସେମ୍ବର – ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ...