ଦୁର୍ଗା ପୂଜାରେ ଟ୍ୱିନ୍ ସିଟି ଜଗିବେ ୬୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ
ଭୁବନେଶ୍ୱର, ୦୧ ଅକ୍ଟୋବର- ଆସନ୍ତା ଦୁର୍ଗା ପୂଜାରେ ଦେବୀ ପୀଠ ଗୁଡିକୁ ଛାଡି ଭୁବନେଶ୍ୱରରେ ୧୭୮ ମେଢ ହେବାକୁ ଯାଉଛି । ସେହିପରି ୫ ଟି ସ୍ଥାନରେ ରାବଣ ପୋଡିର ଆୟୋଜନ କରାଯାଇଛି । ପୂଜା ସମୟରେ ସୁରକ୍ଷା ପାଇଁ କଟକ – ଭୁବନେଶ୍ୱର ଦୈତ ନଗରୀରେ ୬୩ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଛି । ଭୁବନେଶ୍ୱରରେ ୩୦ ପ୍ଲାଟୁନ୍ ଓ କଟକରେ ୩୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଜଗିବେ ବୋଲି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରକାଶ କରିଛନ୍ତି । ସେହିପରି ଭୁବନେଶ୍ୱର ଡିପିସି ଅନୁପ ସାହୁ କହିଛନ୍ତି ଯେ ପୂଜା ସମୟରେ ଟ୍ରାଫିକ୍ ଆଡଭାଇଜରୀ ଜାରୀ କରାଯିବ । ଯାଂଚ କଡାକଡି କରାଯିବ । ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯିବ ।
ଓଡିଶା
ଦୁର୍ଗା ପୂଜାରେ ଟ୍ୱିନ୍ ସିଟି ଜଗିବେ ୬୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ
More in ଓଡିଶା
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି | ଭୁବନେଶ୍ୱର –...