ମନ୍ଦିର ଡାଲମା
ସାମଗ୍ରୀ: ମୁଗଡାଲି କିମ୍ବା ହରଡ ଡାଲି ୪୦୦ ଗ୍ରାମ, ଖମ୍ବ ଆଳୁ ମଧ୍ୟମ ଧରଣର ୨୦୦ ଗ୍ରାମ (କଟା), ପୋଟଳ ୨୫୦ ଗ୍ରାମ (ଫାଳ), କଖାରୁ ୨୫୦ ଗ୍ରାମ (ଛୋଟ ଛୋଟ କଟାଯାଇଥିବା), ବାଇଗଣ ୨୦୦ ଗ୍ରାମ (କଟାଯାଇ ପାଣିରେ ପଡିଥିବ), ନଡିଆ କୋରା ଫାଳେ, ନାଡି ୧୦୦ ଗ୍ରାମ,
ପ୍ରସ୍ତୁତି ପ୍ରଣାଳୀ: ଗୋଟିଏ ପାତ୍ରରେ ପାଣି ଗରମ କରି ଲୁଣ, ତେଜପତ୍ର, ଟିକେ ଅଦା ଛେଚା, ଡାଲି ଆଳୁ, କଖାରୁ, ପୋଟଳ ପକାଇ ସିଝାନ୍ତୁ । ଯେପରି ଗୋଟା ଗୋଟା ରୁହେ । ସାରୁ, ବାଇଗଣ, ନଡିଆ କୋରା ପକାଇ ୫ ମିନିଟ୍ ସିଝାଇ ଓହ୍ଲାଇ ଆଣନ୍ତୁ ।
ତେଲ ଗରମ କରି ଶୁଖିଲା ଲଙ୍କା ଗରମ କରି ଜୀରା ପକାନ୍ତୁ । ତାପରେ ଫୁଟଣ ପକାଇ ଫୁଟିଗଲେ ସେଥିରେ ହେଙ୍ଗୁ ପକାଇ ତୁରନ୍ତ ଛୁଙ୍କ ଦେଇ ଦିଅନ୍ତୁ । ନାଡି ପକାଇ ୧୦ ମିନିଟ୍ ଅପେକ୍ଷା କରି ଗରମ ଗରମ ପରିଷି ଦିଅନ୍ତୁ ।
ଆମ ଖବର
ମନ୍ଦିର ଡାଲମା
More in ଆମ ଖବର
-
ଶୃଙ୍ଗାର ର ଶେଷ ସ୍ପର୍ଶ ,ଆଉ କିଛି ସମୟ ପରେ ମା’ଙ୍କ ଧରାବତରଣ I
ଶୃଙ୍ଗାର ର ଶେଷ ସ୍ପର୍ଶ ,ଆଉ କିଛି ସମୟ ପରେ ମା’ଙ୍କ ଧରାବତରଣ I ଭୁବନେଶ୍ୱର -20-10-23 ଧୁମ...
-
କେନ୍ଦ୍ର ସରକାର ଟିଭି ଦର୍ଶକଙ୍କର ତଣ୍ଟି ଚିପି ପଇସା ନେବେ ?
କେନ୍ଦ୍ର ସରକାରଙ୍କର ଅବାଂଛିତ ନିୟମ ଓ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ :- ସୋମନାଥ ରାଉତରାୟ ନୂଆଦିଲ୍ଲୀ...
-
ଭୋଜନ କିପରି କଲେ ଶରୀର ଓ ମନ ସୁସ୍ଥ ରହିଥାଏ
ଭୋଜନ କିପରି କଲେ ଶରୀର ଓ ମନ ସୁସ୍ଥ ରହିଥାଏ ଦୁଇଟି ଭୋଜନ ମଧ୍ୟରେ ସମୟ ବ୍ୟବଧାନ ଅତି...
-
ଚଣା ସୁନ୍ଦଲ
ଚଣା ସୁନ୍ଦଲ ସାମଗ୍ରୀ: କାବୁଲି ଚଣା-୧ କପ୍, କୋରିଆ ହୋଇଥିବା ନଡିଆ- ୧/୪ କପ୍, ଛୁଙ୍କ ପାଇଁ: ସୋରିଷ-୧...