ଧାନ ବିକିବା ପାଇଁ ଛତିଶଗଡ଼ ମୁହାଁ ଓଡ଼ିଶା ଚାଷୀ
ଭୁବନେଶ୍ୱର :- ଓଡ଼ିଶାରେ ଧାନ ମଣ୍ଡି ଗୁଡ଼ିକ ଚାଷୀମାନଙ୍କ ଠାରୁ ଧାନ କିଣିବା ଟାଳ ଟୁଳ ନୀତି ଅବଲମ୍ବନ କରୁଥିବାରୁ ପଶ୍ଚିମ ଓଡ଼ିଶାର ଚାଷୀମାନେ ଅଧିକ ପଇସା ଆଶାରେ ଛତିଶଗଡ଼ ମୁହାଁ ହୋଇଛନ୍ତି । ଛତିଶଗଡ଼ ସରକାର ଧାନର କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ଦର ୨୫୦୦ ଟଙ୍କା ରଖିଛନ୍ତି । ସୂଚନାଯୋଗ୍ୟ ଯେ, ଓଡ଼ିଶାରେ କ୍ୱିଂଟାଲ ପିଛା ଧାନର ସର୍ବନିମ୍ନ ସହାୟକ ଦର ୧୭୫୦ ଟଙ୍କା ରହିଛି । ଏହା ଓଡ଼ିଶା ଚାଷୀଙ୍କ ପାଇଁ ଛତିଶଗଡ଼ ତୁଳନାରେ ବହୁତ୍ କମ୍ ।
ଓଡିଶା
ଧାନ ବିକିବା ପାଇଁ ଛତିଶଗଡ଼ ମୁହାଁ ଓଡ଼ିଶା ଚାଷୀ
More in ଓଡିଶା
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି | ଭୁବନେଶ୍ୱର –...