ପ୍ରଧାନମନ୍ତ୍ରୀ ଫେଲୋସିପରେ ଓଡ଼ିଆ ଛାତ୍ରୀଙ୍କ ସଫଳତା
ଭୁବନେଶ୍ୱର :- ସମ୍ପ୍ରତି ପ୍ରଧାନମନ୍ତ୍ରୀ ଫେଲୋସିପ ନିମନ୍ତେ ହୋଇଥିବା ଚୟନ ପରୀକ୍ଷା ରେ ଓଡ଼ିଆ ଛାତ୍ରୀ ସୀମାଦ୍ରୀ ଶୁଭଦର୍ଶିନୀ ସଫଳତା ପାଇଛନ୍ତି । ବାୟୋଲୋଜିକାଲ ସାଇନ୍ସ ରେ ଉଚ୍ଚତର ଗବେଷଣା ନିମନ୍ତେ ସମଗ୍ର ଭାରତ ବର୍ଷରୁ ମାତ୍ର ଦୁଇଜଣ ସଫଳତା ହାସଲ କରିଛନ୍ତି , ତନ୍ମଧ୍ୟରୁ ସୀମାଦ୍ରୀ ପ୍ରଥମ ସ୍ଥାନ ଅଧିକାର କରି ଓଡିଶାର ଗୌରବ ବଢାଇପାରିଛନ୍ତି ।
ସୀମାଦ୍ରୀ ଏନ ଅ।ଇ ଟି ରାଉରକେଲା ରୁ ସ୍ନାତକ ଡିଗ୍ରୀ ହାସଲ ପରେ ମାଡ୍ରାସ ଅ।ଇ ଅ।ଇ ଟି ରେ ଗବେଷଣା କରୁଛନ୍ତି । ଗତବର୍ଷ ଅ।ନ୍ତର୍ଜାତିକ ସମ୍ପାନରେ ଓଡିଶାର ବନ୍ଦେ ଉତ୍କଳ ଜନନୀ ଉପରେ ସନ୍ଦର୍ଭ ଉପସ୍ଥାପନ କରି ପ୍ରଥମ ହୋଇ ରାଜ୍ୟକୁ ଗର୍ବିତ କରିଥିଲେ । ସୀମାଦ୍ରୀ ଶୁଭଦର୍ଶିନୀ ବରିଷ୍ଠ ସାମ୍ବାଦିକ ,ସୁବାର୍ତାର ସମ୍ପାଦକ ତଥା ଭାଷା ଅ।ନ୍ଦୋଳନର ସଭାପତି ପ୍ରଦ୍ୟୁମ୍ନ ଶତପଥୀ ଓ ଅଧ୍ୟାପିକା ମାନସୀ ଷଡ଼ଙ୍ଗୀଙ୍କ ଏକମାତ୍ର କନ୍ୟା ।
ଓଡିଶା
ପ୍ରଧାନମନ୍ତ୍ରୀ ଫେଲୋସିପରେ ଓଡ଼ିଆ ଛାତ୍ରୀଙ୍କ ସଫଳତା
More in ଓଡିଶା
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି | ଭୁବନେଶ୍ୱର –...