ଜଗା ସୁସ୍ଥ, ନଳୀରେ ଖାଦ୍ୟ ଖାଉଛି କାଳିଆ
ଭୁବନେଶ୍ୱର,୧୪ା୧୨: ଦିଲ୍ଲୀସ୍ଥିତ ଏମସରେ ଚିକିତ୍ସାଧୀନ ଥିବା ଜଗା କାଳିଆ ମଧ୍ୟରୁ ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟୁଥିଲାବେଳେ କାଳିଆର ସ୍ୱାସ୍ଥ୍ୟାବସ୍ଥା ବିଶେଷ ଉନ୍ନତି ହେଉନଥିବା ଯାଂଚରୁ ଜଣାପଡ଼ିଛି ବୋଲି ବିଶେଷଜ୍ଞ ଦଳ ପକ୍ଷରୁ କୁହାଯାଇଛି । ଆହୁରି କୁହାଯାଇଛି ଯେ, କାଳିଆର ଓଜନ ସ୍ୱାଭାବିକ ନାହିଁ । ସ୍ନାୟୁଗତ ଦୁର୍ବଳତା ରହିଛି । ଅଧିକ ଡାକ୍ତରୀ ଅନୁଧ୍ୟାନ କରାଯିବାର ଆବଶ୍ୟକତା ପଡ଼ୁଛି । ପେଟରେ ନଳୀ ମାଧ୍ୟମରେ ଖାଦ୍ୟ ଦିଆଯାଉଛି । ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲୀନ ପଣ୍ଡିତଙ୍କ ନେତୃତ୍ୱରେ ରାଜ୍ୟର ବଛାବଛା ଡାକ୍ତରମାନେ ଏମସ୍ ଯାଇଥିଲେ ।
ଓଡିଶା
ଜଗା ସୁସ୍ଥ, ନଳୀରେ ଖାଦ୍ୟ ଖାଉଛି କାଳିଆ
More in ଓଡିଶା
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି | ଭୁବନେଶ୍ୱର –...