ହାଇକୋର୍ଟକୁ ଯିବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର,୨୭ା୧୨ : ପିପିଲି ଗଣଦୁଷ୍କର୍ମ ମାମଲାରେ ତଳକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଂଚ କରି ହାଇକୋର୍ଟକୁ ଯିବ ବୋଲି କ୍ରାଇମବ୍ରାଂଚର ଏଡିଜେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ପବ୍ଲିକ ପ୍ରସିକ୍ୟୁସେନ ଡାଇରେକ୍ଟରଙ୍କ ମାଧ୍ୟମରେ ହାଇକୋର୍ଟକୁ ଯିବ । ବର୍ତମାନ ତଳକୋର୍ଟରେ ଦେଇଥିବା ରାୟ ଉପରେ ତର୍ଜମା ଚାଲିଛି । ରାୟରେ ପୀଡ଼ିତାକୁ ହତ୍ୟା କରାଯାଇଥିବା ବିଚାରପତି ଦର୍ଶାଇଛନ୍ତି । ତେବେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ନ ଥିବାର କହିଛନ୍ତି । ଠିକଣା ଭାବେ ଏହି ମାମଲା ଉପରେ ତଦନ୍ତ କରାଯାଇଥିଲା । ସରକାରୀ ଓକିଲ ମଧ୍ୟ ବଳିଷ୍ଠ ଭାବେ ଯୁକ୍ତି ବାଢ଼ିଥିଲେ ବୋଲି ଏଡିଜେ ପ୍ରକାଶ କରିଛନ୍ତି ।
ଅପରାଧ
ହାଇକୋର୍ଟକୁ ଯିବ କ୍ରାଇମବ୍ରାଞ୍ଚ
More in ଅପରାଧ
-
ରାଜୀବ ଆବାସ ଯୋଜନା କେଳେଙ୍କାରୀ -୧
ଘର ହାତେଇବା ପାଇଁ ରାଜନୀତି ଆରମ୍ଭ ଭୁବନେଶ୍ୱର : ବସ୍ତି ବାସିନ୍ଦାଙ୍କ ପାଇଁ ଉଦିଷ୍ଟ ରାଜୀବ ଆବାସ ଯୋଜନା...
-
ଋଣ ଖିଲାପକାରୀ ଓ ରାଜନୈତିକ ଦଳର ମାୟାଜାଲରେ ‘ୟେସ ବ୍ୟାଙ୍କ’
ଋଣ ଖିଲାପକାରୀ ଓ ରାଜନୈତିକ ଦଳର ମାୟାଜାଲରେ ‘ୟେସ ବ୍ୟାଙ୍କ’ ସରକାରଙ୍କ କାର୍ଯ୍ୟପ୍ରଣାଲୀ ଓ ଶାସକ ଦଳ ଉପରେ...
-
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ .
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ . -ଝିଅ ଲଣ୍ଡନ ପଳାୟନ କରୁଥିବାପାଇଁ...
-
ମୃତ ସୂଚନା ଅଧିକାରୀ କର୍ମୀ ରଂଜନ ଦାଶଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧୀ ଦଳ
ମୃତ ସୂଚନା ଅଧିକାରୀ କର୍ମୀ ରଂଜନ ଦାଶଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧୀ ଦଳ – ଅପରାଧୀଙ୍କୁ ପୋଲିସ...