ପାଟଣା.- ରକ୍ଷା ବନ୍ଧନ ଅବସରରେ ଭାଇର ସୁରକ୍ଷା ପାଇଁ ଭଉଣୀ ରାକ୍ଷୀ ବାନ୍ଧି ଥାଏ । ଚଳିତ ବର୍ଷ ବୃକ୍ଷମାନଙ୍କର ସୁରକ୍ଷା ସହ ସମାଜରେ ବୃକ୍ଷରୋପଣ ପ୍ରତି ଏକ ସଚେତନତା ବାର୍ତ୍ତା ଦେବା ପାଇଁ ବିହାରରର ମୁଖ୍ୟମନ୍ତ୍ରୀ ନୀତଶ କୁମାର ଏକ ନିଆରା ପଦକ୍ଷେପ ନେଇ ଗଛରେ ରାକ୍ଷୀ ବାନ୍ଧିଛନ୍ତି ।
କେବଳ ନୀତଶ କୁମାର ନୁହନ୍ତି ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ବି ଗଛରେ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି । ଗତ କିଛି ବର୍ଷ ଧରି ନୀତିଶ କୁମାର ଗଛରେ ରାକ୍ଷୀ ବାନ୍ଧୁଛନ୍ତି । ଏହା ସହ ରାଜଧାନୀ ବାଟିକାରେ ରକ୍ଷା ବନ୍ଧନ ଅବସରରେ ସେ ବୃକ୍ଷ ରୋପଣ କରିଥାଆନ୍ତି ।
ଦେଶ
ବିହାର ମୁଖ୍ୟମନ୍ତ୍ରୀ ନୀତଶ କୁମାରଙ୍କ ଏକ ନିଆରା ରକ୍ଷାବନ୍ଧନ l
More in ଦେଶ
-
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨 ଚାନ୍ଦିପୁର :- 22-12 -ଓଡିଶା ଉପକୂଳରେ ଅବସ୍ଥିତ ଅବଦୁଲ କାଲାମ ଦ୍ବୀପର...
-
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨 ନୂଆଦିଲ୍ଲୀ :- 22-12-ନିର୍ଧାରିତ ସମୟ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନକୁ...
-
ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ଇଡିର ପଚରା ଉଚରା ।
ପାନାମା ପେପର ଲିକ୍ ମାମଲାରେ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ପଚରା ଉଚରା...
-
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ |
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ | ଭୁବନେଶ୍ୱର -: 19/12 – ଜନସାଧାରଣ ସତର୍କ ନରହିଲେ ନୂଆବର୍ଷରୁ...