Connect with us

ଓଡିଶା

ବିଜେଡି ର ରାଜ୍ୟସଭା ପ୍ରାର୍ଥୀ ତାଲିକା ଘୋଷିତ

ସାଙ୍କେତିକ

ଭୁବନେଶ୍ୱର -ଓଡିଶାରୁ ରାଜ୍ୟସଭା ସଦସ୍ୟ ସଂଖ୍ୟା ଦଶଟି ମଧ୍ୟରୁ ଚାରିଟି ଅପ୍ରେଲ ଦୁଇ ତାରିଖରେ ଖାଲି ହେବାକୁ ଯାଉଥିବାରୁ ନିର୍ବାଚନପାଇଁ ବିଜ୍ଞାପତି ଜାରି ହୋଇସାରିଛି І ବିଜୁ ଜନତାଦଳ ତାର ଚାରିଜଣ ପ୍ରାର୍ଥୀ ତାଲିକା ଆଜି ଘୋଷଣା କରିଛି І ପ୍ରକାଶଥାଉକି, ସୁରେନ୍ଦ୍ର ସ୍ୱାଇଁ ,ରଞ୍ଜୀବ ବିଶ୍ୱାଳ, ଅନୁଭବ ମହାନ୍ତି ଓ ସରୋଜିନୀ ହେମ୍ବ୍ରମ ଙ୍କ ଆସନ ଖାଲିହେବାକୁ ଯାଉଛି І ଆଜି ବିଜୁ ଜନତାଦଳର ସଭାପତି ନବୀନ ପଟନାୟକ ଚାରିଜଣ ଦଳୀୟ ନେତୃବୃନ୍ଦଙ୍କୁ ଦଳୀୟ ପ୍ରାର୍ଥୀ ଭାବରେ ରାଜ୍ୟସଭା ପାଇଁ ଘୋଷଣା କରିଛନ୍ତି І ସେମାନେ ହେଲେ ସୁବାଷ ସିଂହ ,ମୁନା ଖାଁ ,ସୁଜିତ କୁମାର ଓ ମମତା ମହନ୍ତ І

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା