ରାଜସ୍ଥାନ :- ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜସ୍ଥାନର ନେତାମାନେ ନିଜକୁ ସେତେ ଅସୁରକ୍ଷିତ ମଣୁଛନ୍ତି । ନିର୍ବାଚନ ଆଚାର ସଁହିତା ଲାଗୁହେବା ପରଠାରୁ ସେମାନଙ୍କ ସୁରକ୍ଷା ପ୍ରଶ୍ନ ବଢିଯାଇଛି । ଏହାର ସିଧା ସଳଖ ଫାଇଦା ବାଉଁସର ଓ ବ୍ୟକ୍ତିଗତ ବଡିଗାର୍ଡଙ୍କ ସପକ୍ଷରେ ଯାଇଛି .। ଏହି କାରଣରୁ ସେମାନଙ୍କ ଡିମାଣ୍ଡ ବଢିଯାଇଛି ବାଉଁଶର ମାନକ ଦର ଦୈନିକ 1500 ରୁ 2000 ଟଙ୍କାକୁ ବୃଦ୍ଧି ପାଇଛି କିନ୍ତୁ ଯୋଉଁମାନଂକର ପାଖରେ ବନ୍ଧୁକ ଅଛି ସେମାଙ୍କ ଦର ଦୈନିକ 2000 ରୁ 2500 ଟଙ୍କାରେ ପହଂଚିଛି ସେଇଭଳି ମାସିକ ଦରମା 15,000 ରୁ 30,000 ରେ ପହଂଚିଛି ।
ଦେଶ
ବାଉଁସର ଓ ବ୍ୟକ୍ତିଗତ ବଡିଗାର୍ଡଙ୍କ ଡିମାଣ୍ଡ
More in ଦେଶ
-
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨 ଚାନ୍ଦିପୁର :- 22-12 -ଓଡିଶା ଉପକୂଳରେ ଅବସ୍ଥିତ ଅବଦୁଲ କାଲାମ ଦ୍ବୀପର...
-
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨 ନୂଆଦିଲ୍ଲୀ :- 22-12-ନିର୍ଧାରିତ ସମୟ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନକୁ...
-
ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ଇଡିର ପଚରା ଉଚରା ।
ପାନାମା ପେପର ଲିକ୍ ମାମଲାରେ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ପଚରା ଉଚରା...
-
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ |
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ | ଭୁବନେଶ୍ୱର -: 19/12 – ଜନସାଧାରଣ ସତର୍କ ନରହିଲେ ନୂଆବର୍ଷରୁ...